କୁଶଭଦ୍ରା, କୁଆଖାଇରେ ବ୍ୟା‌ରେଜ୍‌ ନିର୍ମାଣ ଭେଳିକି

ବାଲିଅନ୍ତାରୁ ଦିଲ୍ଲୀ ବୁଲୁଛି ଫାଇଲ୍, ୯ବର୍ଷ ତଳୁ ପ୍ରସ୍ତୁତ ହେଲାଣି ନୀଳ ନକ୍ସା ବାଲିଅନ୍ତା: ରାଜଧାନୀ ତଥା ରାଜଧାନୀ ଉପକଣ୍ଠ ବାଲିଅନ୍ତା-ବାଲିପାଟଣା ବ୍ଲକ ଅଞ୍ଚଳ ମଧ୍ୟ ଦେଇ ପ୍ରବାହିତ କୁଆଖାଇ ଓ କୁଶଭଦ୍ରା ନଦୀ କିଭଳି ଚିରସ୍ରୋତା ହେବ, ସେ ନେଇ ସରକାରଙ୍କ ପକ୍ଷରୁ ୯ବର୍ଷ ତଳୁ ପ୍ରସ୍ତୁତ ହେଲାଣି ନୀଳନକ୍ସା। ବାରମ୍ବାର ପରୀକ୍ଷଣ ଓ ନିରୀକ୍ଷଣ କରାଯାଇ ବର୍ଷ ତମାମ ଜଳ ସଂରକ୍ଷଣ ବ୍ୟବସ୍ଥା ନେଇ ଦୁଇ ନଦୀରେ … Continue reading କୁଶଭଦ୍ରା, କୁଆଖାଇରେ ବ୍ୟା‌ରେଜ୍‌ ନିର୍ମାଣ ଭେଳିକି